ହୃଦୟସ୍ପର୍ଶୀ ଦୃଶ୍ୟ: ଖେଳ ଚାଲିଥିବା ବେଳେ ପଡ଼ିଆ ମଝିରେ ହାର୍ଦ୍ଦିକଙ୍କ ଜୋତା ଫିତା ବାନ୍ଧିଲେ ଅଷ୍ଟ୍ରେଲିଆର କ୍ରିକେଟର

ବିଶାଖାପାଟଣା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଦ୍ଵିତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଖେଳା ଯାଇଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୬ ଓଭରରେ ୧୧୭ ରନରେ ଅଲଆଉଟ୍‌ ହୋଇଥିଲା।ଏହି ଖେଳ ଚାଲିଥିବା ବେଳେ ପଡ଼ିଆ ମଝିରେ ଏକ ଦୃଦୟସ୍ପର୍ଶୀ … Continue reading ହୃଦୟସ୍ପର୍ଶୀ ଦୃଶ୍ୟ: ଖେଳ ଚାଲିଥିବା ବେଳେ ପଡ଼ିଆ ମଝିରେ ହାର୍ଦ୍ଦିକଙ୍କ ଜୋତା ଫିତା ବାନ୍ଧିଲେ ଅଷ୍ଟ୍ରେଲିଆର କ୍ରିକେଟର